ଅସରାଏ ବର୍ଷାରେ ବେହାଲ ସ୍ମାର୍ଟ ସିଟି : ରାସ୍ତାଘାଟରେ ଲହଡ଼ି ଭାଙ୍ଗିଲା ପାଣି, ଜନଜୀବନ ବାଧାପ୍ରାପ୍ତ

ବର୍ଷା ପରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କଲେ ବିଏମସି କମିଶନର ଭୁବନେଶ୍ବର: ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇଛି ସ୍ପାର୍ଟସିଟି ଭୁବନେଶ୍ବରର ଅବସ୍ଥା। ଆଜି ମଧ୍ୟାହ୍ନ ୧ଟାରୁ ସାଢ଼େଦୁଇଟା ପର୍ଯ୍ୟନ୍ତ ବର୍ଷାରେ ରାଜଧାନୀର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଛି। ବଡ଼ ଅସରାଏ ବର୍ଷାରେ ଆଜି ଉବୁଟୁବୁ ହୋଇଯାଇଛି ସ୍ମାର୍ଟସିଟି। ରାସ୍ତାରେ ବର୍ଷାପାଣି ଲହଡ଼ି ମାରିବା ଦେଖିବାକୁ ମିଳିଛି। ଇସ୍କନ୍ ମନ୍ଦିର ସାମ୍ନା, ରସୁଲଗଡ଼ ହାଟ ଓ ଏସପ୍ଲାନେଡ୍ ମଲ୍ ସାମ୍ନା, … Continue reading ଅସରାଏ ବର୍ଷାରେ ବେହାଲ ସ୍ମାର୍ଟ ସିଟି : ରାସ୍ତାଘାଟରେ ଲହଡ଼ି ଭାଙ୍ଗିଲା ପାଣି, ଜନଜୀବନ ବାଧାପ୍ରାପ୍ତ